ରେଳ ଲାଇନ୍‌ ପାର୍‌ ହେଉଥିଲା ବେଳେ ଟ୍ରକ ଉପରେ ମାଡ଼ିଗଲା ଟ୍ରେନ

ପାରାଦୀପ: ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।‌ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ଜେଏସଡ଼ବ୍ଳ୍ବ ସାଇଟ୍‌ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍‌ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍‌ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍‌ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା … Continue reading ରେଳ ଲାଇନ୍‌ ପାର୍‌ ହେଉଥିଲା ବେଳେ ଟ୍ରକ ଉପରେ ମାଡ଼ିଗଲା ଟ୍ରେନ